ଚାରି ଦଫା ଦାବୀ ନେଇ ଓ.ପି.ଜି.ସି ଅଫିସର ଆସୋସିଏସନ୍,ର ଆନ୍ଦୋଳନ

ଆଜି ଓ.ପି.ଜି.ସି ଅଫିସର ଆସୋସିଏସନ୍, ଓପିଜିସି ଏମ୍ପ୍ଲୟିଜ୍ ୟୁନିୟନ ଏବଂ ଓପିଜିସି ରିଟାୟାର୍ଡ ଏମ୍ପ୍ଲଇଜ୍ ଆସୋସିଏସନ୍ ର ମିଳିତ ଆନୁକୁଲ୍ୟ ରେ ଏହାର ସଭ୍ୟମାନେ ମଧ୍ୟାନ ଭୋଜନ ବିରତି ସମୟରେ ୫ ଦଫା ଦାବୀ ନେଇ ଓପିଜିସିର ମୁଖ୍ୟ କାର୍ଯ୍ୟାଳୟ ଫର୍ଚୁନର ଟାୱାର ସମୁଖରେ ପ୍ରତିବାଦ ପ୍ରଦର୍ଶନ l ଓପିଜିସି ଅଫିସର୍ସ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ପ୍ରଧାନ ୫ ଦଫା ଦାବୀ ସମ୍ପର୍କରେ ଅବଗତ କରାଇଥିଲେ l
ଦାବୀ ଗୁଡ଼ିକ ହେଲା -
୧- ପେନସନ ନୀତି କାର୍ଯକାରୀ କରିବା l
୨- ଦୁଇଟି ଇନକ୍ରିମେଣ୍ଟ ସହିତ ସପ୍ତମ ବେତନ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ l
୩- ୨୬-୧୦-୨୦୨୨ ରୁ କନିଷ୍ଠ ସହାୟକ ମାନଙ୍କ ପଦୋନ୍ନତି ନିୟମ କାର୍ଯକାରୀ କରିବା l
୪- ସି ପି ସି ଅନୁସାରେ ୨୦୨୨ ଏବଂ ୨୦୨୩ ମସିହା ପାଇଁ ଏଜିଏମ୍ଏ ଉଚ୍ଚ ପଦବୀ ଧାରୀଙ୍କ ପାଇଁ ପୂର୍ବବର୍ତ୍ତୀ ସମୟରୁ ବିତ୍ତିୟ ଲାଭ ପ୍ରଦାନ l
୫- ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ବନ୍ଦ୍ କରିବା l