ସବର୍ଷ କେଉଟ, କୈବର୍ଷ, ଧୀବର ଜାତିକୁ ଏସ୍ସି ତାଲିକାରୁ ହଟାଯାଉ

ଭୁବନେଶ୍ୱର, ୨୩.୨ : ଯୁଗ ଯୁଗ ଧରି ଅବହେଳିତ, ଲାଞ୍ଛତ ଓ ଶୋଷଣର ଶିକାର ହେଉଥିବା ଅସ୍ପୃଶ୍ୟ ଜାତିମାନଙ୍କୁ ଦେଶର ଉନ୍ନତିର ମହାସ୍ରୋତରେ ସାମିଲ୍ କରିବା ନିମିତ୍ତ ସମ୍ବିଧାନରେ ସେମାନଙ୍କ ପାଇଁ ଅନୁସୂଚିତ ଜାତି ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଏହି ସଂରକ୍ଷଣର ସିଂହଭାଗ ସବର୍ଣ ଜାତିମାନେ ହଡପ କରି ନେଇଛନ୍ତି । ଉଦାହରଣସ୍ୱରୂପ ସବର୍ଣ୍ଣ, କେଉଟ, କୈବଉଁ, ଧୀବର ଜାତିମାନେ କଣ୍ଡରା ଓ ଗୋଖାମାନଙ୍କ ବେଉଷା ମାଛଧରାକୁ ଆଧାର କରି ଏହାକୁ ଆରମ୍ଭ ହେବା ଦିନଠାରୁ ହଡ଼ପ କରି ଋଲିଥିଲେ । ପରେ ଧରା ପଡ଼ିବାରୁ ସେମାନେ ଦେଓର ନାମକ ଯାଯାବର କେଳା ଜାତିଙ୍କ ନାମରେ ପ୍ରମାଣ ପତ୍ର ହାସଲ କରି ପ୍ରାୟ ୮୦ ଭାଗ ସଂରକ୍ଷଣ ହଡ଼ପ କରିଛନ୍ତି । ଏହାକୁ ବିରୋଧ ହେବା ପରେ ଏମାନେ ୨୦୦୨ ମସିହାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ଚଞ୍ଚକତାପୂର୍ଣ ଗଳାବାଟ ଦେଇ ଓଡ଼ିଶା ଏସ୍ସି ତାଲିକାକୁ ପଶିଆସିଲେ ଏବଂ ସିଂହଭାଗ ଏସ୍ସି ସଂରକ୍ଷଣ ସେହିମାନଙ୍କ ହାତକୁ ଯାଉଛି । ଓଡ଼ିଶାର ୮୦ ଲକ୍ଷ ଅସ୍ପୃଶ୍ୟ ଦଳିତ ଏହା ବିରୁଦ୍ଧରେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଯୋଗୁଁ ସେମାନଙ୍କୁ ତାଲିକାରୁ ହଟାଯାଇ ପାରୁନାହିଁ । ଏଣୁ ଓଡ଼ିଶା ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ମିତି ତରଫରୁ ଆପଣମାନଙ୍କୁ ଜଣାଇ ଦିଆଯାଉଛି କି, ଓଡ଼ିଶା ସରକାର ଯଦି ଏମାନଙ୍କୁ ହଟାଇବା ପାଇଁ କରନ୍ତି ଓ କେନ୍ଦ୍ର ସରକାର ବିହିତ ବ୍ୟବସ୍ଥା ନ କରନ୍ତି, ତାହେଲେ ଅସହ ସୁପାରିଶ ନ 旬 一 ମାନେ ଏହି ସରକାରଙ୍କୁ ଏମାନେ
ରଫରୁ ଦାବି କରାଯାଇଛି କି, କେଉଟ, କୈବର୍ଭ, ଧୀବର ଜାତିକୁ ହଟାଯିବା ସହିତ ଓଡ଼ିଶା ସଂସ୍ଥା ତରଫ ସରକାର ସୁପାରିଶ କରିଥିବା ରାଢି, ନିଆରି, ଘଣି ଇତ୍ୟାଦି ସଦର୍ଶ ଜାତିକୁ ପ୍ରତ୍ୟାହାର କରିବାର ବ୍ୟବସ୍ଥା କରନ୍ତୁ ଓ ସଂରକ୍ଷଣ ପାଇବାର ଇବାକୁ ହକ୍ଦାର ଥିବା ମେହେନ୍ତର, କଣ୍ଡରା ବୈଷ୍ଣବ, ପାଣ ବୈଷ୍ଣବ ଇତ୍ୟାଦି ଦଳିତ ବୈଷ୍ଣବ ଜାତିର ଦୀର୍ଘ ଦିନର ଦାବିକୁ ଗ୍ରହଣ କରି ଏମାନଙ୍କୁ ସ୍ଥାନିତ କରନ୍ତୁ । ଏହା ସହିତ ‘ସଅର’ ଜାତି ଜାତିକୁ ଓଡ଼ିଶା ଜନଜାତି ତାଲିକାରେ ସ୍ଥାନିତ କରିବା । ନିମିତ୍ତ ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ ଆମ୍ବେଦକର ଛକ (ଏଜି ଭବନ ନିର୍ମାଣ କରିବାର ବ୍ୟବସ୍ଥା କରନ୍ତୁ । । ନଚେତ ଓଡ଼ିଶାର ୮୦ ଲକ୍ଷରୁ ଉର୍ଦ୍ଧ୍ବ ଇଁ ବାଧ୍ୟ ହେବେ ଓ ଏଥିପାଇଁ