ଭୁବନେଶ୍ୱରରେ ଏଥର ଶ୍ରୀମୟୀ ବନାମ ଅପରାଜିତା

Election

ଭୁବନେଶ୍ୱରରେ ଏଥର ଶ୍ରୀମୟୀ ବନାମ ଅପରାଜିତା

ଟାର୍ଗେଟ୍‌ରେ ଭୁବନେଶ୍ୱର ଆସନ

ଭୁବନେଶ୍ୱରରେ ଏଥର ଶ୍ରୀମୟୀ ବନାମ ଅପରାଜିତା 

ମହିଳା କାର୍ଡ ଖେଳି ଏଥର ଅପରାଜିତାଙ୍କ ଭୋଟ ବ୍ୟାଙ୍କ କୁ ଭଙ୍ଗିବ କି ବିଜେଡି 

ହଁ ଦର୍ଶକ ବନ୍ଧୁ ସମସ୍ତଙ୍କ ମନରେ ସେଇ ଗୋଟାଏ କଥା।ଏଥର କିଏ ଜିତିବ ଭୁବନେଶ୍ୱର ଲୋକସଭା ଆସନ ? ବିଜେପି ହାତରୁ ଛଡ଼ାଇ ଆଣିବ ବିଜେଡି ନା ରିପିଟ୍ କରିବ ପଦ୍ମ ଦଳ ? ଅନ୍ୟପଟେ ଏବେଠୁ ମୁହାଁମୁହିଁ ହେଲେଣି ଶ୍ରୀମୟୀ-ଅପରାଜିତା ! କିଛି ଦୀନ ତଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ର ବିଜେଡିରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା। ଆଉ ସେଇ ଦୀନ ଠାରୁ ଯାହାକୁ ଚାଲିଛି ରାଜନୈତିକ ମହଲରେ ଜୋର୍ ସୋର୍ ରେ ଚର୍ଚ୍ଚା ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବିଜେପିରୁ ଫୁଣୀ ଥରେ ଲଢ଼ିବେ କି ଅପରାଜିତା ଷଡଙ୍ଗୀ ? ଏଥର ମଧ୍ୟ ଦଳ ଦେବକୀ ପୁଣି ଥରେ ଟିକେଟ ଆଉ ଯଦି ଏଭଳି ହୁଏ ତେବେ ଭୁବନେଶ୍ୱରରେ ଅପରାଜିତା ଏବଂ ଶ୍ରୀମୟୀଙ୍କ ମଧ୍ୟ ଲଢେଇ ହେବ ।