ଲୋୟର ପି.ଏମ.ଜି ରେ ଓଡ଼ିଶା କୃଷକ ସାଥୀ ସଂଘର ସମାବେଶ

ଓଡ଼ିଶା କୃଷକ ସାଥୀ ସଂଘ
ବିଷୟ- କୃଷକ ସାଥୀ ମାନଙ୍କୁ ସର୍ବନିମ୍ନ ବେତନ ଓ
ଓଡିଶା କ୍ରମିକ ସାଥା ମନ ପ ୧୭ ମଧକ ପ୦୦୩) ଓଡ଼ିଶା ସରକାରଙ୍କ ନିକଟରେ ଅନେକ
ଦାବି ବିଭିନ୍ନ ସମୟରେ କରି ଆସୁଅନ୍ତି । ଓଡିଶାରେ ପ୍ରତି ପଂଚାୟତରେ ପ୍ରଥମ ପର୍ଯ୍ୟାୟରେ (୨୦୦୬-୨୦୦୭)
ମସିହାରେ ୬୮୦୦ ଏବଂ (୨୦୧୩-୨୦୧୪ରେ ୬୮୦୦) (ମୋଟ ୧୩୬୦୦) କୃଷକ ସାଥୀ କାର୍ଯ୍ୟରତ । ଓଡ଼ିଶା
ସରକାରଙ୍କ ଦ୍ବାରା କୃଷି ଓ କୃଷକର ବିକାଶ ନିମନ୍ତେ ବହୁ ବିଧ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯଥା-ମୃର୍ତିକା ନମୁନା ସଂଗ୍ରହ,
ଫସଲ ପାଇଁ ଖାଦ୍ୟସାର ପରିଚାଳନା, ଜଳ ପରିଚାଳନା ପାଇଁ ପାଣି ପଂଚାୟତ ଗଠନ, ରୋଗ ପୋକ ପରିଚାଳନା ଏବଂ
ତଥ୍ୟ ପ୍ରଦାନ ଶ୍ରୀ ପ୍ରଣାଳୀରେ ଧାଡିରୁଆ ଧାନ ଚାଷ, ପୁର୍ବ ଭାରତରେ ସବୁଜ ବିପ୍ଳବ ଡାଲି ଏବଂ ତୈଳ ବୀଜ ଜାତୀୟ କୃଷି
ନିମନ୍ତେ କୃଷକଙ୍କୁ ପରାମର୍ଶ, ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତ କୃଷକକୁ ଯୋଗାଣ ପାଇଁ ପରାମର୍ଶ, ବିଜୁ ସାସ୍ଥ୍ୟ କଲ୍ୟାଣ
ଯୋଜନା, ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା, କାଳିଆ ଯୋଜନା, ବଳରାମ ଯୋଜନା ବର୍ତମାନର ପରିସଂଖ୍ୟାନ
ବିଭାଗର କାର୍ଯ୍ୟ ଏବଂ କାଳିଆ ନିମନ୍ତେ ତଥ୍ୟ ସଂଗ୍ରହ (Database) ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଅବୈତନିକ
ଭାବରେ କରି ଆସୁଅଛୁ । ଓଡ଼ିଶାର ୧୩୬୦୦ କୃଷିକ ସାଥୀ ପରିବାର ଆପଣଙ୍କ ନିକଟରେ ନିମ୍ନରେ ଦିଆଯାଇଥିବା ୭
ଗୋଟି ଦାବୀ ଗୁଡିକ ପୂରଣ ନିମନ୍ତେ ନିବେଦନ କରୁଅଛି ।ଯଥା:-
କୃଷି ବିଭାଗରେ କୃଷି କର୍ମଚାରୀର ମାନ୍ୟତା ।
କୁଶଳୀ ଶ୍ରମିକ ହାରରେ ମାସିକ ମଜୁରୀ ପ୍ରଦାନ
ପି.ଏଫ. ଇ.ଏସ୍.ଆଇ ଏବଂ ସାମାଜିକ ସୁରକ୍ଷା ଯୋଗାଇଦେବା !
ଓଡିଶା କୃଷକ ସାଥୀ ସଂଘ
ଡ୍ରେସ କୋର୍ଡ ସହିତ ପରିଚୟ ପତ୍ର ପ୍ରଦାନ କରାଯାଉ । ଆବଶ୍ୟକୀୟ ଉନ୍ନତ କୃଷି ନିମନ୍ତେ ତାଲିମ ଏବଂ
ଉପାଦେୟ ପୁସ୍ତକ ଇତ୍ୟାଦି ଯୋଗାଇ ଦିଆଯାଉ ।
କାର୍ଯ୍ୟରତ କୃଷକ ସାଥୀଙ୍କ ମୃତ୍ୟୁପରେ ଅଗ୍ରାଧୁକାର ଭିତିରେ ତାଙ୍କ ପରିବାରର ସଦସ୍ୟଙ୍କୁ ନିଯୁକ୍ତ
ନିବେଦକ
ପ୍ରଦାନ କରାଯାଉ ।
ସମସ୍ତ କୃଷି ଭିତିକ ଉନ୍ନୟନ କାର୍ଯ୍ୟରେ ଏନ୍.ଜି.ଓ ମାନଙ୍କୁ ଉଚ୍ଛେଦକରି କୃଷକ ସାଥୀ ମାନଙ୍କୁ
ନିୟୋଜିତ କରାଯାଉ ।
ଗ୍ରାମାଂଚଳ ମାନଙ୍କୁ ଏନ.ଏ.ସି ଘୋଷଣା ପରେ ସେଠାର