*ହୀରାକୁଦ ଖୋଲିଲା 12 ଟି ଗେଟ୍, ତଳିଆ ଅଞ୍ଚଳବାସୀ ସତର୍କ ରହିବାକୁ ନିର୍ଦେଶ*

*ହୀରାକୁଦ ଖୋଲିଲା 12 ଟି ଗେଟ୍, ତଳିଆ ଅଞ୍ଚଳବାସୀ ସତର୍କ ରହିବାକୁ ନିର୍ଦେଶ*

-ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୨୩.୫୨ ଫୁଟ୍‌, ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଛି 

-ବୌଦ୍ଧ ଠାରେ ହ୍ରାସ ପାଉଛି ମହାନଦୀ ଜଳସ୍ତର l ଆଜି ସକାଳ 9 ଘଂଟା ସମୟରେ ମହାନଦୀର ବନ୍ୟାଜଳ ସ୍ତର 86.35 ମିଟର ରହିଥିବା ବେଳେ ଏଠାରେ ବିପଦ ସଂକେତ 87.70 ମିଟର ରହିଅଛି ।