NRGS କାମ ରେ ଦୁର୍ନୀତି ଓ ଘୋଟଲା..
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ବ୍ଲକ ଅଧିନ କଇଥ ଗଡିଆ ଗ୍ରାମପଂଚାୟତ ର ଯୋଜନା ନା ଘୋଟଲା ଓ ଦୁର୍ନୀତି ହୋଇଛି, କଇଥ ଗଡିଆ ପଞ୍ଚଯାତ ର ବନାଣ୍ଡ ଘର କୈଳାସ ରାଉତ ବିଲ ଠାରୁ ବଇଁଛ ଖୁଣ୍ଟା ପର୍ଯ୍ୟନ୍ତ ନାଳ ର ପୁନଃରଉଦ୍ଧାର NRGS କାମ ପ୍ରତିବର୍ଷ ହେଉଛି, ନାଳ ର ତଳ ଭାଗ ପଥର ଓ ଗୁଡ଼ି 20 ଜଣଂକର କାମ ହେଉଛି 200 ଜଣଙ୍କର.
ଖଇରା bdo ଙ୍କ ସମ୍ପୃକ୍ତି ରହିଛି ଏହି ଅନିୟମିତତା ରେ, ବ୍ଲକ କାର୍ଯ୍ୟାଳୟ ନେଉଛି 15% ପିସି, ପିସି ଚାଲିଛି ଖଇରା bdo କାର୍ଯ୍ୟାଳୟ, କଇଥ ଗଡିଆ ପଞ୍ଚାୟତ ରେ ହେଉଛି ସବୁ କାର୍ଯ୍ୟର ଦୁର୍ନୀତି, ଓ ଘୋଟଲା, କାଯ୍ୟ ଭାର ନେଉଥିବା jE, ଅଳ୍ପ ଦିନ ପରେ କାର୍ଯ୍ୟ ରୁ ଅବ୍ୟାହତ ରହୁଛନ୍ତି, 2022 ରୁ 2026 ତିନିଜଣ jE ବଦଳି ଗଲେଣି, BDO ଖଇରା ନିରବ. ଆସୁନାହାନ୍ତି ଦେଖିବାକୁ କାଯ୍ୟ, JE, AE, ଙ୍କ ମେଳି ଚାଲିଛି ଖଇରା ବ୍ଲକରେ, ଜିଲ୍ଲାପାଳ କାର୍ଯ୍ୟ ସମୀକ୍ଷା କରିବାକୁ ସାଧରଣ ରେ ଦାବୀ ହେଉଛି


admin 
