ଆଜି ପବିତ୍ର ଅକ୍ଷୟ ତୃତୀୟl ଅବସରରେ ଆୟୋଜିତ.
ଆଜି ପବିତ୍ର ଅକ୍ଷୟ ତୃତୀୟl ଅବସରରେ ଆୟୋଜିତ କରାଯାଇଥିଲା l. ଏହି ପବିତ୍ର କୋରାପୁଟ ଜିଲ୍ଲା ସ୍ତରୀୟ କୃଷକ ଦିବସ ଅବସରରେ କୋରାପୁଟ ବିଧାୟକ ଶ୍ରୀ ଯୁକ୍ତ ରଘୁରାମ ମାଛ ମହୋଦୟ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ l. କୃଷି ବିଭାଗର ମହା ନିର୍ଦେଶକ ତଥା ଅନେକ ନେତୃ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯକ୍ରମଟି ତ୍ରୁଟି ପୁର୍ଣ ସାଫଲ୍ୟ କରିଥିଲେ l ରଘୁରାମ ମାଛ ଜଣେ ଆଦିବାସୀ ସମ୍ପ୍ରଦାୟ ବିଧାୟକ କିନ୍ତୁ ଆଜିର ମହତ କାର୍ଯ୍ୟକ୍ରମ ନିଜ ହାତରେ ହଳ ଧରି ଜମିରେ ଚାଷ କରି ପବିତ୍ର କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ
