ଭୁବନେଶ୍ବର ଛାଡ଼ିଲେ ନଗମା ୟୁସୁଫ .
ଭୁବନେଶ୍ବର ଛାଡ଼ିଲେ ନଗମା ୟୁସୁଫ . -ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ -୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ରହି ଆସୁଥିଲେ -ବିବାହ ପରେ ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରି ନଥିଲେ -ମାତ୍ର ଦୀର୍ଘମିଆଦି ଭିସା ପାଇଁ ଆବେଦନ କରିଥିଲେ ନଗମା -ପହଲଗାମ୍ ଘଟଣା ପରେ ଭିସା ରଦ୍ଦ ହେବାରୁ ବିଦା ହେଲେ.
