ଉଦ୍ୟାନ ବିଭାଗ ତରଫରୁ ସ ଚେତନ ଭିତିକ କର୍ମଶାଳା ଅନୁଷ୍ଠିତ

ଉଦ୍ୟାନ ବିଭାଗ ତରଫରୁ ସ ଚେତନ ଭିତିକ କର୍ମଶାଳା ଅନୁଷ୍ଠିତ

ଉଦ୍ୟାନ ବିଭାଗ ତରଫରୁ ସ ଚେତନ ଭିତିକ କର୍ମଶାଳା ଅନୁଷ୍ଠିତଉଦ୍ୟାନ ବିଭାଗ ତରଫରୁ ସ ଚେତନ ଭିତିକ କର୍ମଶାଳା ଅନୁଷ୍ଠିତ 

   ସରକାର ଙ୍କ ବିଭିନ୍ନ ବିଭାଗ ତରଫ ରୁ ବିଭିନ୍ନ ସରକାରି ଯୋଜନା ମାନ ସାଧାରଣ ଜନତାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ଜନସାଧାରଣ ଏହା ପାଇଁ ପରାନ୍ତିନାହି, ତେଣୁ ଏହି ଲୋକକିମୁଖି ଯୋଜନା ଗୁଡ଼ିକୁ ଲୋକଙ୍କ ପାଖରେ ପୋହେଞ୍ଚେଇବା ପାଇଁ ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ଜାଗାରେ ବିଭିନ୍ନ ସମୟରେ ସଚେତନ ତା ମୂଳକ କାର୍ଯ୍ୟକ୍ରମ ମାନ କରିଥାନ୍ତି, ଠିକ୍ ଏହି ପରିପେଖିକ ର ଆଜି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଦୁକୁମ୍ ପଞ୍ଚାୟତର ନରିଂପାଙ୍ଗ ଠାରେ ଅଭ୍ୟାସ ବିଭାଗ ତରଫ ରୁ ଏକ ସଚେତନତା ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି, ଏହି କର୍ମଶାଳାରେ ସରକାର ଙ୍କ ଲଭ ଦାୟକ ଗୁଡ଼ିକ ବିଷୟରେ ବିଭାଗୀୟ କର୍ମ ଚାରି ମାନେ ଲୋକଙ୍କୁ ବୁଜେଇବା ସହ, ଛୋଟୁ ଓ ଫୁଲ ଚାଷ କରି କିପରି ଲାଭବାନ ଓ ସ୍ୟଭ୍ଭିମନ୍ ହୋଇ ପାରିବେ, କର୍ମଶାଳା ଏହାହିଁ ବିଷୟ ବସ୍ତୁ ଥିଲା,

ଏହି ସଚେତନ ଭିତିକ କର୍ମଶାଳା ପ୍ରତିଭା ଶବର AHO ବିଷମ କଟକ, ପ୍ରଜ୍ଞା ବିଶୱାଲ ମୁନିଗୁଡା, ଭୁବନେଶ୍ଵର ବ୍ୟାଗ ରାଇ , ରଘୁନାଥ ଚାଲାଣ,

ସିମଂଞ୍ଚଳ ପାଢ଼ୀ ସହ ଅନ୍ୟନ କର୍ମଚାରୀ ଓ ସ୍ଥାନୀୟ ସହ ସାଧାରଣ ସହ ଯୋଗଦେଇଥିଲେ, ସୀମା ଞ୍ଚଳ ପାଢ଼ୀ ଏହାକୁ ଆଦିବାସୀ ଭାଷାରେ ବୁଝା ଇ ଥିଲେ , ବିଷମ କଟକ ବ୍ଲକ ନାରିଂପାଙ୍ଗ ଠାରୁ ଅରୁଣ ଭିଂସିଂ ଙ୍କ ରିପୋର୍ଟ ସରକାର ଙ୍କ ବିଭିନ୍ନ ବିଭାଗ ତରଫ ରୁ ବିଭିନ୍ନ ସରକାରି ଯୋଜନା ମାନ ସାଧାରଣ ଜନତାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ଜନସାଧାରଣ ଏହା ପାଇଁ ପରାନ୍ତିନାହି, ତେଣୁ ଏହି ଲୋକକିମୁଖି ଯୋଜନା ଗୁଡ଼ିକୁ ଲୋକଙ୍କ ପାଖରେ ପୋହେଞ୍ଚେଇବା ପାଇଁ ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ଜାଗାରେ ବିଭିନ୍ନ ସମୟରେ ସଚେତନ ତା ମୂଳକ କାର୍ଯ୍ୟକ୍ରମ ମାନ କରିଥାନ୍ତି, ଠିକ୍ ଏହି ପରିପେଖିକ ର ଆଜି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଦୁକୁମ୍ ପଞ୍ଚାୟତର ନରିଂପାଙ୍ଗ ଠାରେ ଅଭ୍ୟାସ ବିଭାଗ ତରଫ ରୁ ଏକ ସଚେତନତା ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି, ଏହି କର୍ମଶାଳାରେ ସରକାର ଙ୍କ ଲଭ ଦାୟକ ଗୁଡ଼ିକ ବିଷୟରେ ବିଭାଗୀୟ କର୍ମ ଚାରି ମାନେ ଲୋକଙ୍କୁ ବୁଜେଇବା ସହ, ଛୋଟୁ ଓ ଫୁଲ ଚାଷ କରି କିପରି ଲାଭବାନ ଓ ସ୍ୟଭ୍ଭିମନ୍ ହୋଇ ପାରିବେ, କର୍ମଶାଳା ଏହାହିଁ ବିଷୟ ବସ୍ତୁ ଥିଲା, ଏହି ସଚେତନ ଭିତିକ କର୍ମଶାଳା ପ୍ରତିଭା ଶବର AHO ବିଷମ କଟକ, ପ୍ରଜ୍ଞା ବିଶୱାଲ ମୁନିଗୁଡା, ଭୁବନେଶ୍ଵର ବ୍ୟାଗ ରାଇ , ରଘୁନାଥ ଚାଲାଣ, ସିମଂଞ୍ଚଳ ପାଢ଼ୀ ସହ ଅନ୍ୟନ କର୍ମଚାରୀ ଓ ସ୍ଥାନୀୟ ସହ ସାଧାରଣ ସହ ଯୋଗଦେଇଥିଲେ, ସୀମା ଞ୍ଚଳ ପାଢ଼ୀ ଏହାକୁ ଆଦିବାସୀ ଭାଷାରେ ବୁଝା ଇ ଥିଲେ , ବିଷମ କଟକ ବ୍ଲକ ନାରିଂପାଙ୍ଗ ଠାରୁ ଅରୁଣ ଭିଂସିଂ ଙ୍କ ରିପୋର୍ଟ