ଏକାଠି ହେବେ ମମତା ଓ ମାତୃବନ୍ଦନା .
*ଏକାଠି ହେବେ ମମତା ଓ ମାତୃବନ୍ଦନା .* *ଏକତ୍ର କାର୍ଯ୍ୟକାରୀ ହେବ ମମତା ଓ PM ମାତୃବନ୍ଦନା ଯୋଜନା* *ପିଛିଲା ଭାବେ ଏପ୍ରିଲ ୧ରୁ ଲାଗୁ କରିବାକୁ କ୍ୟାବିନେଟ ନିଷ୍ପତ୍ତି* *ଝିଅ ଜନ୍ମହେଲେ ମାଆ ପାଇବେ ୧୨ ହଜାର ଟଙ୍କା* *ପୁଅ ଜନ୍ମହେଲେ ମାଆ ପାଇବେ ୧୦ ହଜାର ଟଙ୍କା.* *PVTG ସଂପ୍ରଦାୟର ମହିଳା ଦ୍ବିତୀୟ ସନ୍ତାନ ପରେ ବି ପାଇବେ ସୁବିଧା.
