ଏମାନେ ଗରିବ ନୁହନ୍ତି କି? ବଣେଇପାଲି (ବିୟୁ୍ରୋ )ତା 21-10-2025ଏମାନେ ଗରିବ ନୁହନ୍ତି କି? ସରକାର ଯୋଜନା କରୁଛି ଗରିବର ଉନ୍ନତି ପାଇଁ ଓ ଗରିବ ଦୁଃଖ ଦୂର କରିବାର ପ୍ରୟାସ କରୁଛି l

ଏମାନେ ଗରିବ ନୁହନ୍ତି କି? ବଣେଇପାଲି (ବିୟୁ୍ରୋ )ତା 21-10-2025ଏମାନେ ଗରିବ ନୁହନ୍ତି କି? ସରକାର ଯୋଜନା କରୁଛି ଗରିବର ଉନ୍ନତି ପାଇଁ ଓ ଗରିବ ଦୁଃଖ ଦୂର କରିବାର ପ୍ରୟାସ କରୁଛି l

ଏମାନେ ଗରିବ ନୁହନ୍ତି କି? ବଣେଇପାଲି (ବିୟୁ୍ରୋ )ତା 21-10-2025ଏମାନେ ଗରିବ ନୁହନ୍ତି କି? ସରକାର ଯୋଜନା କରୁଛି ଗରିବର ଉନ୍ନତି ପାଇଁ ଓ ଗରିବ ଦୁଃଖ ଦୂର କରିବାର ପ୍ରୟାସ କରୁଛି l ହେଲେ ଗରିବକୁ ଚିହ୍ନି ପାରୁନାହିଁ l ଗରୀବର ଯୋଜନା ଖାଉଛନ୍ତି କୁଜିନେତା l କେତେକ ସ୍ଥାନରେ ଗରିବଙ୍କ ଯୋଜନାରେ ନା ରହୁନାହିଁ ତ କେଉଁଠି ତା ନାଁରେ କୂଅ ଚୋରି କେଉଁଠି ପୁଣି ହେଉଛି ଅତ୍ୟାଚାର l ଗରିବ ଭୂମିହୀନ ହୋଇ ସୁଦ୍ଧା ବଡ଼ଚlଷୀ ଭାବରେ କିଛି ପାଇ ପାରୁନାହିଁ l ଘଟଣାଟି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବୀରଜାମ ଗ୍ରାମପଞ୍ଚାୟତର ବଣେଇପାଲି ଗାଁ ରେ ଦେଖିବାକୁ ମିଳିଛି l ପୁରୁଣା ଅସହାୟ ବୃଦ୍ଧବୃଦ୍ଧା ଉଭୟେ ଅକ୍ଷରର ଅ ଜାଣିନାହିଁ l ସେମାନେ ପୁଣି ସର୍ଭେ ରିପୋର୍ଟ ଦେବେ କିପରି ? ଅବସ୍ଥାଓ ଶରୀରକୁ ଦେଖି ଜଣାଯାଏ ବୟସ ପ୍ରାୟ ଅଶି ଉପରେ ନିଶ୍ଚୟ l ତାଙ୍କ କଥିତ ବହୁ ସମୟରେ ପୁଅଟିଏ କିନ୍ତୁ ନିଜ କୁଟୁମ୍ବକୁ ପୋଷିବା କଷ୍ଟକର l ଏପରି ପରିସ୍ଥିତିରେ କାହାକୁ ଘର ପାଇଁ ନା ପେଟକୁ ମୁଠିଏ ପାଇଁ କହିପାରୁ ନାହାନ୍ତି l ଗାଁ ପଂଚାୟତରେ ସରପଞ୍ଚ ଓ ୱାର୍ଡ ନିଜ ଦଳ ଦେଖୁଛନ୍ତି l ସେପଟେ ସରକାରୀ ବାବୁ ଚଞ୍ଚଳାକୁ ଟାକିଛନ୍ତି ହାତରେ ପାଣିଦେଇ l ଏଇ ଅସହାୟର ବାସ ପାଇଁ ଘରଟିଏ, ଦେହକୁ କନା ଓ ପେଟକୁ ଦାନା ପାଇଁ ଗାଁ ଲୋକେ କୁହନ୍ତି ଏ ହତଭାଗା ନିଃସହାୟ l ତେବେ ପରିଚୟରୁ ଜାଣିବା.......... l ବିୟୁ୍ରୋ ରିପୋର୍ଟ ବିଶେଷ ଖବର l