*କାର୍ ଟ୍ରେଲର ଧକ୍କା: ମାଆ ଝିଅ ମୃତ*
*-ନବରଙ୍ଗପୁର: କାର୍କୁ ପିଟିଲା ପାଇପ୍ ବୋଝେଇ ଟ୍ରେଲର; ମାଆ, ଝିଅ ମୃତ*
*-ପାପଡ଼ାହାଣ୍ଡି ରଜାମଟୁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା*
*-ଦୁର୍ଘଟଣାରେ ଜଣେ ୫ ବର୍ଷର ଶିଶୁପୁତ୍ର ସମେତ ୩ ଗୁରୁତର*
*-ପୁରୀରୁ ଜଗା ଦର୍ଶନ ସାରି ବିଶାଖାପାଟଣା ଫେରୁଥିବା ବେଳେ ଦୁର୍ଘଟଣା*


admin 
