*ଝାରସୁଗୁଡ଼ାରେ IPL ବେଟିଂ: ୮ ଗିରଫ*

*ଝାରସୁଗୁଡ଼ାରେ IPL ବେଟିଂ: ୮ ଗିରଫ*

*-ଝାରସୁଗୁଡ଼ା ବ୍ରଜରାଜନଗରରେ IPL ବେଟିଂ; ୮ ଗିରଫ*

*-୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା, ୨କାର୍‌, ୪୧ ମୋବାଇଲ ଫୋନ୍‌, ୨ ଲାପଟପ୍‌ ଜବତ*

*-ଅନଲାଇନ୍‌ରେ ଲାଇଭ୍‌ ମ୍ୟାଚ୍‌ ବେଳେ ବେଆଇନ ବେଟିଂ*

*-ବ୍ରଜରାଜନଗର ଥାନା ଅଞ୍ଚଳର ଏକାଧିକ ସ୍ଥାନରେ ରେଡ୍‌ ପରେ ଗିରଫ*