*କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ: ନବୀନ*
*-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ*
*-ଦିଲ୍ଲୀ ଗସ୍ତରେ ଦଳୀୟ ସାଂସଦ ସହ ଆଲୋଚନା ପରେ ରଖିଲେ ପ୍ରତିକ୍ରିୟା*
*-‘ଦିଲ୍ଲୀର ଘଟଣାବଳୀ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଛି’*
*-‘ପରିସ୍ଥିତି ଗମ୍ଭୀର ରହିଛି, ମେଡିକାଲ୍ରେ ଆହତ ଛାତ୍ରଙ୍କୁ ସାଂସଦ ଭେଟିଛନ୍ତି’*
*-ବର୍ତ୍ତମାନ ସ୍ଥିତିରେ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ- ନବୀନ*
*-‘ନବୀନଙ୍କ ଦାବି ନେଇ ପ୍ରତିପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି’*


admin 
