କଏଦୀଙ୍କୁ ଜଗିବ AI କ୍ୟାମେରା- ଜେଲ୍‌ ଡିଜି

କଏଦୀଙ୍କୁ ଜଗିବ AI କ୍ୟାମେରା- ଜେଲ୍‌ ଡିଜି

*-ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ AI କ୍ୟାମେରା*

*-ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଜେଲ୍‌ ଡିଜିଙ୍କ ସୂଚନା*

*-‘୨୦ଟି ଜେଲରେ ଲାଗି ସରିଛି AI କ୍ୟାମେରା’*

*-‘AI କ୍ୟାମେରା ଲାଗିବା ପରେ ଖସି ପାରୁ ନାହାନ୍ତି କଏଦୀ’*

*-‘ଜେଲ୍‌ ପାଚେରୀ ପାଖକୁ ଗଲେ ବାଜୁଛି ଆଲାରମ’*

*-‘ଜେଲ ଭିତରେ ମଧ୍ୟ ଗଣ୍ଡଗୋଳ ନିୟନ୍ତ୍ରଣ ପାଇଁ ଲାଗିବ AI କ୍ୟାମେରା’*

*-ଏକାଧିକ ଲୋକ ଏକାଠି ହେଲେ ମିଳିବ ଆଲର୍ଟ- ଜେଲ୍‌ ଡିଜି*

*-‘ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ୍‌’*