କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ,

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ,

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ
-ଗଞ୍ଜାମ: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡ଼ିଗ୍ରୀ ଘଟଣା
-NHRC ଗାଇଡ ଲାଇନ ଅନୁସାରେ ହେବ ତଦନ୍ତ
-NHRCକୁ ରିପୋର୍ଟ ଦେବେ ଗଞ୍ଜାମ ଏସପି
-ଗୋଟିଏ ଦିନର ପୁଙ୍ଖାନୁପୁଙ୍ଖ ରିପୋର୍ଟ ଦେବେ ଏସପି
-୨୪ ଘଣ୍ଟାରେ NHRCକୁ ରିପୋର୍ଟ ଦେବାର ନିୟମ ରହିଛି
-ଗତ ରବିବାର ସୁବୁଳିଆ ଗାଁର ସୁଶାନ୍ତ ସାହୁଙ୍କ ମୃତ୍ୟୁ ହୋଇଥିଲା
-ସୁଶାନ୍ତଙ୍କୁ ପୋଲିସ ପିଟିପିଟି ମାରିଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ