*ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପ୍ରସ୍ତାବ*

*ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପ୍ରସ୍ତାବ*

-ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ.

-ଅନୁମତି ମିଳିଲେ ଉଭୟ ପଡ଼ିଆରେ ହେବ ବାଲିଯାତ୍ରା କହିଲେ ଜିଲ୍ଲାପାଳ

-ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଅନୁଷ୍ଠିତ ହେବ ବାଲିଯାତ୍ରା

-ଉଭୟ ବଲିଉଡ୍‌ ଏବଂ ଓଲିଉଡ୍ କଳାକାରଙ୍କୁ କରାଯିବ ନିମନ୍ତ୍ରଣ