ଗୁଳିମାଡ଼ରେ_ଓଡ଼ିଆ_ଯୁବକ_ମୃତ.

*ଗୁଳିମାଡ଼ରେ_ଓଡ଼ିଆ_ଯୁବକ_ମୃତ !* *-ପହଲଗାମ୍‌ରେ ଆତଙ୍କୀ ହମ୍‌ଲାରେ ଜଣେ ଓଡ଼ିଆ ଯୁବକ ମୃତ ସୂଚନା* *-ବାଲେଶ୍ବର ରେମୁଣା ଅଞ୍ଚଳ ଯୁବକଙ୍କ ଠାରେ ବାଜିଛି ଗୁଳି* *-ପତ୍ନୀ ଓ ପୁଅ ସହ ବୁଲି ଯାଇଥିଲା ବେଳେ ହୋଇଛି ଗୁଳିମାଡ଼* *-ସ୍ବାମୀଙ୍କ ମୁଣ୍ଡରେ ଗୁଳି ବାଜିଛି ବୋଲି କହୁଛନ୍ତି ପତ୍ନୀ* *-ବର୍ତ୍ତମାନ ସ୍ବାମୀ କେଉଁଠି ଅଛନ୍ତି ମୁଁ ଜାଣି ପାରୁନି*

ଗୁଳିମାଡ଼ରେ_ଓଡ଼ିଆ_ଯୁବକ_ମୃତ.