*ଆଉ ନାହିଁ ଆଶିର୍ବାଦ...୭ ଦିନ ପରେ ମିଳିଲା ଆଶୀର୍ବାଦର .
*ଆଉ ନାହିଁ ଆଶିର୍ବାଦ...୭ ଦିନ ପରେ ମିଳିଲା ଆଶୀର୍ବାଦର ମୃତଦେହ, ସୂଚନା ଅନୁଯାୟୀ; ଗତ ମଙ୍ଗଳବାରରୁ ନିଖୋଜ ଥିବା ଡେଲାଙ୍ଗ ଥାନା ରତନପୁର ଗାଁର ଆଶୀର୍ବାଦର ମୃତହେବ ୭ ଦିନ ପରେ ମିଳିଛି, ବହୁ ଖୋଜାଖୋଜି କରିବା ପରେ ଜଣେ ସଂପର୍କୀୟ ଦାଦାଙ୍କ ଘରର ପାଇଖାନା ଟାଙ୍କିରୁ ଆର୍ଶୀବାଦର ମୃତଦେହ ମିଳିଛି, ଏହା ପରେ ପୋଲିସ ସେହି ସଂପର୍କୀୟ ଦାଦାକୁ ଅଟକ ରଖିଛି, ସେପଟେ ସରକାରଙ୍କୁ ଦାୟୀ କଲେ ଆଶିର୍ବାଦଙ୍କ ବାପା"*
