*ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ SOP*
*-ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ SOP*
*-ଏନେଇ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ ଡାକିଲେ ରାଜସ୍ବ ମନ୍ତ୍ରୀ*
*-ଘର ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ- ସୁରେଶ ପୂଜାରୀ*
*'-ହିଟୱେଭ ଏକ ବଡ଼ ସମସ୍ୟା , କର୍ମଚାରୀ ଅସୁସ୍ଥ ହେବା ଖବର ଆସିଛି'*
*'-ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ଖବର ଆସିଛି'*
*-ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ- ରାଜସ୍ବ ମନ୍ତ୍ରୀ*
*-ଯେଉଁଠି ଆକ୍ରମଣ ହୋଇଛି ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି*
*-ଆକ୍ରମଣକାରୀ ପାତାଳରେ ଲୁଚିଲେ ବି ଖୋଜିକି ଆଣିବୁ- ରାଜସ୍ବ ମନ୍ତ୍ରୀ*


admin 
