*ଜେଲ୍ ପାଚେରୀ ଡେଇଁ କଏଦୀ ଫେରାର*
*-କଳାହାଣ୍ଡି ଜେଲ୍ ପାଚେରୀ ଡେଇଁ ବିଚାରାଧୀନ କଏଦୀ ଫେରାର*
*-କାଲି ବିଳମ୍ବିତ ରାତିରେ ଜେଲ୍ ପାଚେରୀ ଡେଇଁ ଫେରାର ଅଭିଯୁକ୍ତ*
*-ଫେରାର ଅଭିଯୁକ୍ତ ସଦର ଥାନା ଠେମାରା ଗାଁର ଜଗନ୍ନାଥ ଶବର*
*-୩ ଚୋରି ମାମଲାରେ ୨ ମାସ ହେଲା ସଦର ଥାନାରେ ଥିଲା*


admin 
