ଜଳ ଛତ୍ର ଶୁଭ ଆରମ୍ଭ କରିଲେ ଖଣ୍ଡପଡା ବିଜ୍ଞାପିତ ଅଂଚଳ ଅଧକ୍ଷା
ଜିଲ୍ଲାର ସର୍ବ ପୁରାତନ ବିଜ୍ଞାପିତ ଅଞ୍ଚଳ ତଥା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପ୍ରମୁଖ ବ୍ଲକ ଖଣ୍ଡପଡା ବିଜ୍ଞାପିତ ଅଧକ୍ଷା ଶ୍ରୀମତୀ ଆରତୀ ପ୍ରଧାନ ଓ କାଉନଶୀଳର ଉପସ୍ଥିତିରେ ସୋମବାର ଖଣ୍ଡପଡା ଆଠଟି ଜାଗାରେ ସାବରସାଧାରଣଙ୍କ ପାଇଁ ଜଲଛତ୍ର( ସୁଦ୍ଧ ପାନୀୟ) ର ସୁ ବ୍ୟବସ୍ଥା କରାଯାଇଛି. ପ୍ରବଳ ଗ୍ରୀଷ୍ମ ପ୍ରଭାବ କୁ ଦୃଷ୍ଟିରେ ରଖି ଏପରି ମହତ କାର୍ଯ୍ୟ ପାଇଁ ସମସ୍ତେ ଶ୍ରୀମତୀ ପ୍ରଧାନଙ୍କୁ ସାଧୁବାଦ ଜଣାଇଛନ୍ତି.


admin 
