ବାଣିଜ୍ୟ ବିଭାଗ ରେ ପି ଏଚ. ଡି ହାସଲ କରିଛନ୍ତି ପ୍ରଫେସର ସୁରେନ୍ଦ୍ର କୁମାର ମଲ୍ଲିକ.
Anker ==କେନ୍ଦ୍ରାପଡ଼ା ଜିଲ୍ଲା ର ଜଣେ ବିରଳ ବ୍ୟକ୍ତିତ୍ୱ ବ୍ରାହ୍ମଣୀ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ.ପ୍ରଫେସର ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମଲ୍ଲିକ. ଡ଼କ୍ଟର ମଲ୍ଲିକ କିଟ ବିଶ୍ଵବିଦ୍ୟାଳୟରୁ ଦ୍ୱିତୀୟ ବାର ଗବେଷଣା କରି ପି. ଏଚ. ଡି ପାଇବାର ଯୋଗ୍ୟ ବିବେଚିତ ହୋଇଛନ୍ତି. ସେ କିଟ ବିଶ୍ଵବିଦ୍ୟାଳୟରୁ ସ୍କୁଲ ଅଫ ଇକୋନମିକ ଏବଂ ବାଣିଜ୍ୟ ରେ ପ୍ରଫେସର ଡ଼କ୍ଟର ନିରୁପମା ମହାନ୍ତି ଙ୍କ ତତ୍ୱାବଧାନ ରେ ନିଜର ଗବେଷଣା ଚେନଜିଙ୍ଗ ଡ଼ିମିନେଏସ ଅଫ କର୍ପୋରେଟ ସୋସିଆଲ ରସ୍ପନ୍ସିବିଲ ପ୍ରାକ୍ଟିସ ଏବଂ ଇମ୍ପପ୍ୟାଟ ବେଷ୍ଟ ପ୍ୟାଟିସପେଶସନ ଷ୍ଟଡି ଅଫ ପବ୍ଲିକ ପ୍ରାଇଭେଟ କମ୍ପାନୀ. 2021 ରୁ ଗବେଷଣା ଆରମ୍ଭ କରି 2026 ମସିହାରେ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଧନ୍ୟଉପାଧି ହାସଲ କରିଛନ୍ତି.ଡ଼କ୍ଟର ମଲ୍ଲିକ ତ୍ରିଭୁବନ ବିଶ୍ଵବିଦ୍ୟାଳୟ ନେପାଳ ପ୍ରଫେସର ଜିତେନ୍ଦ୍ର ଡ଼ଙ୍ଗଲ.ପ୍ରଫେସର ଧନଜୟ କୁମାର ଙ୍କ ସହ ଇସଲାମିକ ବିଶ୍ଵବିଦ୍ୟାଳୟ ବାଂଲାଦେଶ ପ୍ରଫେସର ଶଶାଙ୍କ ଭୂଷଣ ଲାଲ ସହ ପାଟନା ବିଶ୍ଵବିଦ୍ୟାଳୟ ରୁ ମଧ୍ୟ ପ୍ରଶାସିତ ହୋଇଛନ୍ତି. ଏହା ପୂର୍ବରୁ ଡ଼କ୍ଟର ମଲ୍ଲିକ ରେଭେନ୍ସା ବିଶ୍ଵବିଦ୍ୟାଳରୁ ମ୍ୟାନେଜମେଣ୍ଟରେ ଗବେଷଣା କରି 2017 ମସିହାରୁ ଆରମ୍ଭ କରି 2021 ମସିହାରେ ଆସୋସିଏଟ ପ୍ର ଫେସର ତୁଷାରକାନ୍ତ ପାଣି ଙ୍କ ତତ୍ୱାବଧାନ ରେ ପି. ଏଚ. ଡି. ହାସଲ କରିଛନ୍ତି. ଏତତ ବ୍ୟତୀତ ଡ଼କ୍ଟର ମଲ୍ଲିକ ଜଣେ ଏକାଧାରାରେ ଅଧ୍ୟାପକ. ପ୍ରଫେସର. ଗବେଷକ. ଲେଖକ. ଛାତ ଛାତ୍ରୀ ମାନଙ୍କ ପାଇଁ ସୁନ୍ଦର ପୁସ୍ତକ ମାନ ଲେଖିଛନ୍ତି. ଯାହାକୁ +2 ଛାତ୍ର. ଛାତ୍ରୀ ମାନେ ଅଧ୍ୟାୟନ କରୁଛିନ୍ତି. ଡ଼କ୍ଟର ମଲ୍ଲିକ ହେଉଛନ୍ତି ଆମ କେନ୍ଦ୍ରାପଡ଼ା ଜିଲ୍ଲା ତଥା କେନ୍ଦ୍ରାପଡ଼ା ମାଟିର ଗୌରବ.


admin 
