admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 44
admin Sep 11, 2026 4
admin Sep 11, 2026 20
admin Sep 11, 2026 2
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Aug 29, 2026 5
admin May 29, 2026 67
admin May 27, 2026 10
admin May 17, 2026 67
admin Sep 11, 2026 102
admin Sep 10, 2026 163
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
ଜିଲ୍ଲା ସ୍ତରୀୟ ୭୭ତମ ବନମହୋତ୍ସବ ପାଳନ – ୨୦୨୬(ମାଙ୍କ ନାମରେ ଗଛଟିଏ ) ବୃକ୍ଷ ହିଁ ଜୀବନ. ବୃକ୍ଷ ରୋପଣ ଦ୍ୱାରା ହିଁ ପରିବେଶ ସନ୍ତୁଳିତ ଅବସ୍ଥାରେ ରହି, ମାନବ ସମାଜର ସମ୍ଭଳ ହୋଇ ପାରିବ. ଦେଶର ବିକାଶରେ, ଯେଉଁ ପ୍ରକାର ଜଙ୍ଗଲ ନଷ୍ଟ ହେଉଛି, ତାହାକୁ ପୁଣି ବୃକ୍ଷମୟ କରିବା ସକାଶେ ଆଜିର ସମାଜରେ ସମସ୍ତେ ବୃକ୍ଷ ରୋପଣ କରିବାର ଆବଶ୍ୟକତା ଅଛି. ତେଣୁ ଏହି ପରିପେକ୍ଷୀରେ ଆଜି ତାରଖ ୦୯.୦୭.୨୦୨୬ ରେ ସନ୍ଧ୍ୟା ୪:୦୦ ଘଟିକା ସମୟରେ ରାୟଗଡା ବନଖଣ୍ଡ ଅନ୍ତର୍ଗତ ରାୟଗଡା ବନାଞ୍ଚଳ ର ଅଡୁଗୁଡା ଗ୍ରାମ ନିକଟସ୍ଥ ସହରାଞ୍ଚଳ ବନୀକରଣ ପରିସରରେ ଜିଲ୍ଲା ସ୍ତରୀୟ ୭୭ ତମ ବନମହୋତ୍ସବ ସପ୍ତାହ ପାଳନ ଉଦ୍ଧେଶ୍ୟରେ ମାଙ୍କ ନାମରେ ଗଛଟିଏ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦାମଦର ରଥ ,ଜିଲ୍ଲା ମାଜିଷ୍ଟ୍ରେଟ , ରାୟଗଡା ଯୋଗଦାନ କରି ନିଜ ମାଁ ଙ୍କ ନାମ ରେ ଏକ ଗଛ ଟିଏ ରୋପଣ କରି କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ । ଏହି କାର୍ଯକ୍ରମ ରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଭାବେ ଶ୍ରୀ ସଂଜିତ କୁମାର ବେହେରା ସ୍ୱତନ୍ତ୍ର ଜର୍ଜ,ଶ୍ରୀମତୀ ଅଳ୍ପନା ସ୍ୱାଇଁ ଅତିରିକ୍ତ ଜିଲ୍ଲା ଜର୍ଜ, ଶ୍ରୀମତୀ ଅର୍ପଣା ମହାପାତ୍ର ମୁଖ୍ୟ ବିଚାରପତି ,ଶ୍ରୀ ସୁବ୍ରତ ଆଚାର୍ଯ୍ୟ DLSA ସମ୍ପାଦକ, ଶ୍ରୀମତୀ ସସ୍ମିତା ମିଶ୍ର Civil Judge, ଶ୍ରୀ ଆଶିଷ ପଟ୍ଟନାୟକ Civil Judge , ଶ୍ରୀମତୀ ସୁଦେସନା ପଟ୍ଟନାୟକ SDJM ରାୟଗଡା, ଶ୍ରୀମତୀ ଜ୍ୟୋତିର୍ମୟୀ ଷଡ଼ଙ୍ଗୀ JMFC କୋଲନରା, ଶ୍ରୀ ରଣା ଘୋଷ Register Civil Judge ରାୟଗଡ଼ା , ଶ୍ରୀ ସାଲିମ କୁମାର ଏସ , ଉପ commandant , crpf ସହ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ର ଶିକ୍ଷକ ଶ୍ରୀ ନୀଳାଞ୍ଚଳ ପାଳ , ଛାତ୍ରଛାତ୍ରୀ, ଅଡୁଗୁଡ଼ା ଗ୍ରାମର ଗ୍ରାମବାସୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି ସମସ୍ତେ ନିଜ ମାଙ୍କ ନାମରେ ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ। ପରିଶେଷରେ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ ବନଖଣ୍ଡ ଅଧିକାରୀ ରାୟଗଡା ଉପସ୍ଥିତ ଗଣ ମାଧ୍ୟମ ପ୍ରତିନିଧିଙ୍କ ମଧ୍ୟମରେ ରାୟଗଡା ଜନସାଧାରଣଙ୍କୁ ଚଳିତ ବର୍ଷ ବନବିଭାଗର ବିଭିନ୍ନ ନର୍ସରୀ ଗୁଡ଼ିକରୁ ଚାରା ପିଛା ୧ ଟଙ୍କା ମୂଲ୍ୟରେ ନେଇ ନିଜ ବାଡ଼ି ବଗିଚାରେ ରୋପଣ କରି ପରିବେଶକୁ ସବୁଜ ଓ ସୁନ୍ଦର କରିବାକୁ ଅନୁରୋଧ କରିଥିଲେ। ଏହି ପରିପେକ୍ଷୀରେ ଶ୍ରୀ ସନ୍ଦୀପ କୁମାର ପୃଷ୍ଟି ସହକାରୀ ବନସଂରକ୍ଷକ ରାୟଗଡା ଓ ଶ୍ରୀ ସଚ୍ଚିଦାନନ୍ଦ ସେଠୀ ସହକାରୀ ବନସଂରକ୍ଷକ ରାୟଗଡା ଚଳିତ ବର୍ଷ ରେ ରାୟଗଡା ବନଖଣ୍ଡରେ ହେବାକୁ ଥିବା ବନୀକରଣ ବିଷୟରେ ବିସ୍ତୃତ ଭାବେ ବିବରଣୀ ଦେଇଥିଲେ।ପରିବେଶ ସୁରକ୍ଷା ଏବଂ ବୃକ୍ଷ ହିଁ ମାନବ ସମାଜର ଏକ ମାତ୍ର ସୁରକ୍ଷା ଓ ସମ୍ଭଳ ଵୋଲି କହିବା ପରିପେକ୍ଷୀରେ ଏହି କାର୍ଯ୍ୟକ୍ରମ ଟିକୁ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ, ବନାଞ୍ଚଳ ଅଧିକାରୀ ରାୟଗଡା ସୂଚାରୁ ରୂପେ ପରିଚାଳନା କରି, ବନମହୋତ୍ସବକୁ , ଆକର୍ଷଣ ଗ୍ରହଣୀୟ କରି, ସମସ୍ତଙ୍କ ପ୍ରିୟପାତ୍ର ହୋଇ, ପ୍ରଂଶସା ସାଉଁଟିଛନ୍ତି. ( ରାୟଗଡା, ଅଡୁଗୁଡାରୁ, ଲଷ୍ମୀ କାନ୍ତ ବେହେରା, ବିଶେଷ ଖବର ) .........................................
Previous Article
Next Article
admin1
admin1 Jun 22, 2026 5
admin1 Jun 11, 2026 2
admin May 11, 2026 9
admin1 Jun 1, 2026 7
admin1 Jun 2, 2026 2
admin1 Jul 4, 2026 9
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 326
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options