କାଶୀପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗ ପକ୍ଷରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ.

କାଶୀପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗ ପକ୍ଷରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ.

କାଶୀପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗ ପକ୍ଷରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l Anchor- ୪/୭, କାଶୀପୁର ସଦର ମହକୁମା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ଶ୍ରୀମତୀ ନର୍ମଦା କର ଙ୍କର ଅଧ୍ୟକ୍ଷତାରେ ସ୍ଥାନୀୟ ବୁଦ୍ଧିଜୀବୀ, ଓକିଲ ସଙ୍ଘ,ଆଦର୍ଶ ବିଦ୍ୟାଳୟ ଅଧକ୍ଷ ଓ ଓଡିଶା ଆଦର୍ଶ ବିଦ୍ୟାଳୟ କତୃପକ୍ଷ ,ଛାତ୍ର/ଛାତ୍ରୀ ସମେତ କାଶୀପୁର ବନବିଭାଗ ର କର୍ମଚାରୀ ଙ୍କର ଉପସ୍ଥିତ ରେ ଅଞ୍ଚଳ କୁ ଏକ ସୁନ୍ଦର ସବୁଜ ତଥା ସନ୍ତୁଳିତ ପରିବେଶ କୁ ଦୃଷ୍ଟି ଦେଇ ଆଜି ଆଦର୍ଶ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମ ର ଶତାଧିକ ବୃକ୍ଷ କୁ ରୋପଣ କରାଯାଇଛି l କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅଧକ୍ଷ ଆଦର୍ଶ ବିଦ୍ୟାଳୟ ଅତୁଲ୍ୟ କୁମାର ସାହୁ, କାଶୀପୁର ବନାଞ୍ଚଳ ଅଧିକାରୀ ସଚିତା ନନ୍ଦ ପରିଡା,ଅତିରିକ୍ତ ସରକାରୀ ଓକିଲ ରଞ୍ଜିତ କୁମାର ବୈଦ୍ୟ, ଆଇନଜୀବୀ ଭଗବାନ ଗୌଡ଼, ତଥା କାଶୀପୁର ଓକିଲ ସଙ୍ଘ, ପରଲିଗାଲ ଭଲ୍ୟୁଣ୍ଟାରୀ ପି. ଦେବେନ୍ଦ୍ର କୁମାର ରାଓ,ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ଓ କାଶୀପୁର ବିଚାର ବିଭାଗ ର ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ରାୟଗଡା କାଶୀପୁର ରୁ ସୁରେଶ ଚନ୍ଦ୍ର କୁମ୍ଭାର, ସହ ଲଷ୍ମୀକାନ୍ତ ବେହେରା ଙ୍କ ରିପୋର୍ଟ ବିଶେଷ ଖବର