ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସିଟି ଓ ଜିଏସଟି କମିଶନରଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ ନେଇ ପ୍ରସ୍ତୁତି ବୈଠକ  .

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସିଟି ଓ ଜିଏସଟି କମିଶନରଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ ନେଇ ପ୍ରସ୍ତୁତି ବୈଠକ  .

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସିଟି ଓ ଜିଏସଟି କମିଶନରଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ ନେଇ ପ୍ରସ୍ତୁତି ବୈଠକ  .


ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଗାମୀ ୩ ଓ ୪ ତାରିଖ ଦିନ ଓଡ଼ିଶା ସିଟି ଓ ଜିଏସଟି କମିଶନର ଶ୍ରୀମତୀ ଜାମିନୀ ଷଡ଼ଙ୍ଗୀଙ୍କ ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମତୀ ଷଡ଼ଙ୍ଗୀ କେଉଁ କେଉଁ ପ୍ରକଳ୍ପ ଓ ଅନୁଷ୍ଠାନ ପରିଦର୍ଶନ କରିବେ ସେ ନେଇ ଆଲୋଚନା ହୋଇଥିଲା | ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହା ସହିତ ଓଡ଼ିଶା ଦିବସରୁ ଆରମ୍ଭ ହୋଇଥିବା ଓଡିଆ ପକ୍ଷ ଅବସରରେ ଆସନ୍ତାକାଲି ପାରମ୍ପରିକ ପୋଷାକ ତଥା ହସ୍ତତନ୍ତ ସମ୍ବଲପୁରୀ ପୋଷାକ ପରିଧାନ କରିବା ପାଇଁ  ବୈଠକ ରେ ନିଷ୍ପତ୍ତି  .