ପ୍ରାଥମିକ ବିଦ୍ୟାଳୟ ରେ ଖଡ଼ିଚୁଆଁ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ପାଳିତ .

ପ୍ରାଥମିକ ବିଦ୍ୟାଳୟ ରେ ଖଡ଼ିଚୁଆଁ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ପାଳିତ .
ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତରର୍ଗତ ଜମୁରୁଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ମହାଆଡମ୍ବର ସହକାରେ ସରକାର ଙ୍କ ନିଷ୍ପତି କ୍ରମେ ନୂତନ ଭାବେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ଶିଶୁ ହେଉଛି ଦେଶର ଭବିଷ୍ୟତ ଶିକ୍ଷା ହେଉଛି ଗୁରୁବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର
ଜୁମରୁଗୁଡ଼ା ଉପର ସାହି ପ୍ରାଥମିକ ବିଦ୍ୟାଳୟର ରାଜ୍ୟପାଳ ସିକୃତି ପ୍ରାପ୍ତ ପ୍ରଧାନଶିକ୍ଷକ ଦିଲୀପ କୁମାର କର ଙ୍କର ତତ୍ବବିଧାନରେ ଆଜିର ବ୍ଲକ ସ୍ତରୀୟ ଗଢି ଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା ଆଜିର ସମ୍ମାନୀତ ମୂଖ୍ୟ ଅତିଥି ତହସିଲଦାର ଶ୍ରୀ ଯୁକ୍ତ ଶଙ୍କର ବାଗ,ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ହୃଷିକେଶ ରଥ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ରସେନା ଲିମା, ଗୁଣପୁର ଉପଖଣ୍ଡ ସ୍ତରୀୟ ସମ୍ମନୀତ ଶିଶୁ ବିକାଶ ପ୍ରଜେକ୍ଟ ଅଧିକାରୀ ଶ୍ରୀମତୀ କଳ୍ପନା ମେଡାମ, ପଦ୍ମପୁର ଶିଶୁ ବିକାଶ ଅଧିକାରୀ ଯୋଗଶ୍ଵରୀ ଆଲୁ ପଦ୍ମପୁର ବ୍ଲକ ର c, r, c, c,ମାନେ ଉପସ୍ଥିତ ରହିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭୁବନା ନନ୍ଦ ଖାଣ୍ଡଙ୍ଗା, ହୃଷିକେଶ ପରିଡାଲା, K ଆରତୀ, ରେଣୁବାଳା ନାୟକ, ବିଦ୍ୟାଳୟର ସଭାପତି ହରିକୃଷ୍ଣ ରାମନାଥ ଶବର ପଦ୍ମପୁର ବ୍ଲକ ଅଧକ୍ଷା ଶ୍ରୀମତୀ ମଣିମାଳା ଶବର, ଉପାଦକ୍ଷ ରମେଶ ଚନ୍ଦ୍ର ସାହୁ,ପଦ୍ମପୁର ପଚାୟତ ସରପଞ୍ଚ ପ୍ରକାଶ ଗଣ୍ଡାଗିରି ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯାଇଥିଲା ଏବଂ ଶେଷରେ ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର .