*ଅଙ୍ଗ_ବଙ୍ଗ_କଳିଙ୍ଗ_ମଜବୁତ_ହେବା_ଆବଶ୍ୟକ'*
-ଓଡ଼ିଶାର ସମୃଦ୍ଧ ଇତିହାସକୁ ମନେ ପକାଇ ପ୍ରଶଂସା କଲେ ମୋଦି
-ଅତୀତରେ ଅଙ୍ଗ, ବଙ୍ଗ, କଳିଙ୍ଗ ୩ଟି ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ଥିଲା
-ପଶ୍ଚିମ ଏସିଆରେ କଳିଙ୍ଗ ସମୁଦ୍ର ପଥରେ ବାଣିଜ୍ୟ କରୁଥିଲା
-ବିକଶିତ ଭାରତ ପାଇଁ ପୁଣି ଅଙ୍ଗ, ବଙ୍ଗ, କଳିଙ୍ଗ ମଜବୁତ ହେବା ଆବଶ୍ୟକ
-ମୁଁ ଖୁସି ଅଙ୍ଗ, ବଙ୍ଗ, କଳିଙ୍ଗରେ ବିଜେପି ସରକାର ଅଛି
*ଭୟ_ନୁହେଁ_ଗଣତନ୍ତ୍ର_ଜିତିଲା-ମୋଦି*
-ଏଥର ପଶ୍ଚିମବଙ୍ଗରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି
-ପ୍ରଥମ ଥର ବେଙ୍ଗଲରେ ଭୟ ନୁହେଁ, ଗଣତନ୍ତ୍ର ଜିତିଲା
-ପରିବର୍ତ୍ତନର ଏକ ନୂଆ ଯୁଗରେ ପ୍ରବେଶ କରିଛି ପଶ୍ଚିମବଙ୍ଗ
-ଏଥର ପ୍ରତିଶୋଧ ନୁହେଁ, ପରିବର୍ତ୍ତନର ନାରା ଶୁଭିବ
-ରାଜନୀତିରୁ ଊର୍ଦ୍ଧ୍ବରେ ଉଠି ବିକାଶ ପାଇଁ କାମ କରିବା


admin 
