ତାରରେ_ଲାଗିଲା_ଡିଜେ_ଗାଡ଼ି_ଜଣେ_ମୃତ

ତାରରେ_ଲାଗିଲା_ଡିଜେ_ଗାଡ଼ି_ଜଣେ_ମୃତ

ତାରରେ_ଲାଗିଲା_ଡିଜେ_ଗାଡ଼ି_ଜଣେ_ମୃତ ଢେଙ୍କାନାଳରେ ବିଦ୍ୟୁତ୍‌ ତାରରେ ଲାଗିଲା ଡିଜେ ଗାଡ଼ି
ବରଯାତ୍ରୀ ଶୋଭାଯାତ୍ରା ବେଳେ ଜଣେ ମୃତ, ୪ ଗୁରୁତର
କାମାକ୍ଷାନଗର ତୁମୁସିଙ୍ଗା ଥାନା କଦଳୀପାଳ ଗାଁରେ ଅଘଟଣ
ମୃତ ଯୁବକ ଢେଙ୍କାନାଳ ଗୁଡ଼ିଆନାଳୀର ମଣ୍ଟୁ ପଲାଇ
ଗୁରୁତର ଆହତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି.