ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଜୟ ନୟାଗଡ ଫାଉଣ୍ଡେସନ ର ସାମ୍ବାଦିକ ସମ୍ମିଳନୀ ରେ ଉଠିଲା ଦାବି  .

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଜୟ ନୟାଗଡ ଫାଉଣ୍ଡେସନ ର ସାମ୍ବାଦିକ ସମ୍ମିଳନୀ ରେ ଉଠିଲା ଦାବି  .

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଜୟ ନୟାଗଡ ଫାଉଣ୍ଡେସନ ର ସାମ୍ବାଦିକ ସମ୍ମିଳନୀ ରେ ଉଠିଲା ଦାବି  .

ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି ଉପସ୍ଥାପନl କରିଛନ୍ତି । ଜିଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସମସ୍ତ ଭିର୍ତ୍ତିଭୂମି ରହିଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ଏଥିପାଇ ଦୃଷ୍ଟି ଦେଉ ନାହାନ୍ତି କି ଦାବି ଉପସ୍ଥାପନ କରୁ ନାହାନ୍ତି ବୋଲି ଫାଉଣ୍ଡେସନ ଅଭିଯୋଗ କରିଛି । ଏଣୁ ଫାଉଣ୍ଡେସନ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଉଠେଇବା ସହ ଆଗାମି ଦିନରେ, ଏକ ଦସ୍ତଖତ ଅଭିଯାନ କରିବ ଆବଶ୍ୟକ  ପଡିଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଫାଉଣ୍ଡେସନ କହିଛି ।
ସେଖ ଅବଦୁଲ ଆହଦ_ ଫାଉଣ୍ଡେସନ ମୁଖ୍ୟ

ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର