ବିଜେଡି କଂଗ୍ରେସ ମେଣ୍ଟ ହୋଇପାରେ: ଭକ୍ତ
*-ବିଜେଡି-କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତିଙ୍କ ବଡ଼ ସୂଚନା*
*-‘ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ’*
*-‘ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକମାଣ୍ଡ ଚାହିଁଲେ ମେଣ୍ଟ’*
*-‘ଏଆଇସିସି ଯଦି ନିଷ୍ପତ୍ତି ନିଏ , ତାହାଲେ ଉଭୟ ଦଳ ମେଣ୍ଟ କରିପାରୁ'*
*-ଖୋର୍ଦ୍ଧା କଂଗ୍ରେସ କାର୍ଯ୍ୟଳୟ ଉଦ୍ଘାଟନ ବେଳେ ଏପରି କହିଲେ ଭକ୍ତ ଦାସ*


admin 
