*- ପେଟ୍ରୋଲ ଡିଜେଲ ଉପରୁ ଭାଟ କମ କରନ୍ତୁ ରାଜ୍ୟ ସରକାର*

*- ପେଟ୍ରୋଲ ଡିଜେଲ ଉପରୁ ଭାଟ କମ କରନ୍ତୁ ରାଜ୍ୟ ସରକାର*

*- ଲୋକଙ୍କ ପକେଟକୁ ତେଲ କଷ୍ଟ, ଭାଟ କମାନ୍ତୁ ସରକାର*

*- ଅନ୍ୟ ରାଜ୍ୟ ଭଳି ଲୋକଙ୍କ ସରକାର ଲୋକଙ୍କ ଦୁଃଖ ଶୁଣୁ*

*- ପେଟ୍ରୋଲ ଉପରେ ୨୮%, ଡିଜେଲ ଉପରେ ୨୪% VAT ରାଜ୍ୟ ସରକାର ନେଉଛନ୍ତି*

*- ବିରୋଧୀରେ ଥିବାବେଳେ VAT କମେଇବା କଥା କହୁଥିଲେ*

*- ଡବଲ ଇଞ୍ଜିନ ସରକାରକୁ ଆସିଲା ପରେ କେମିତି ଭୁଲିଗଲେ: ପଞ୍ଚାନନ କାନୁନଗୋ*