*ମାଟ୍ରିକ୍‌ ଖରାପ ରେଜଲ୍ଟ ସମୀକ୍ଷା ହେବ*

*ମାଟ୍ରିକ୍‌ ଖରାପ ରେଜଲ୍ଟ ସମୀକ୍ଷା ହେବ*

* *ମାଟ୍ରିକ୍‌ ଖରାପ ରେଜଲ୍ଟ ଥିବା ଜିଲ୍ଲାରେ ସମୀକ୍ଷା କରିବ ଗଣଶିକ୍ଷା ବିଭାଗ*

* *ସମ୍ପୃକ୍ତ ଜିଲ୍ଲାର ପ୍ରଧାନ ଶିକ୍ଷକଙ୍କୁ ନେଇ ଶିକ୍ଷକ ସମ୍ମିଳନୀ ହେବ*

* *ସେହିସବୁ ଜିଲ୍ଲାରେ ଭଲ ରେଜଲ୍ଟ ନେଇ ଚେଷ୍ଟା କରାଯିବ*

* *କେଉଁଠି ଭୁଲ୍ ରହିଛି ତା'ର ସମୀକ୍ଷା ହେବେ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ*