*ନିଆଳି ପନିର୍ରେ ମଇଦା ଡିଟରଜେଣ୍ଟ*
*-କଟକ ନିଆଳି ପନିର୍ରେ ମିଶୁଛି ମଇଦା ଓ ଡିଟରଜେଣ୍ଟ*
*-ପନିର ଅପମିଶ୍ରିତ ନେଇ ସ୍ପଷ୍ଟ କଲେ KMC ସ୍ୱାସ୍ଥ୍ୟ ଅଧିକାରୀ*
*-ହରିୟାଣା ଲ୍ୟାବ୍ରୁ ରିପୋର୍ଟ ମିଳିବା ପରେ ଜଣାପଡ଼ିଲା ସତ*
*-ଜବତ ୭୩ କ୍ୱିଣ୍ଟାଲ ପନିରର ନମୁନା ଟେଷ୍ଟ ପାଇଁ ହରିୟାଣା ପଠାଯାଇଥିଲା*
*-ଏହି ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ହସ୍ତଗତ ହୋଇଛି*
*-ପ୍ରାଥମିକ ତଦନ୍ତରୁ ବିପୁଳ ମଇଦା, ଡିଟରଜେଣ୍ଟ ମିଶିଥିବା ପ୍ରମାଣ ହୋଇଛି*
*-ପନିରକୁ ସଫ୍ଟ କରିବା ପାଇଁ ମିଶୁଥିଲା ଡିଟରଜେଣ୍ଟ*


admin 
