ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା..
*-ଜଳସେଚନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ*
*-ଜଳସେଚନ ସେଣ୍ଟ୍ରାଲ ସର୍କଲ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର ବିପୁଳ ସମ୍ପତ୍ତି*
*-୨ଟି ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ*
*-୮ଟି ପ୍ଲଟ୍ ସହ ୩ ହଜାର ବର୍ଗଫୁଟର ଏକ ୩ ମହଲା କୋଠା ଠାବ*
*-ଢେଙ୍କାନାଳରେ ରହିଛି ବାବୁଙ୍କର ବିରାଟ ଫାର୍ମ ହାଉସ୍*
*-ବାବୁଙ୍କ ଘରୁ ନଗଦ ୬.୨୩ ଲକ୍ଷ ଟଙ୍କା ସହ ୧.୭ କୋଟିର ଜମା ରାଶି ଠାବ*
*-ବିମାନ ଯାତ୍ରାରେ ବାବୁ ଖର୍ଚ୍ଚ କରିଛନ୍ତି ୧୩. ୪୭ ଲକ୍ଷ ଟଙ୍କା*


admin 
