ନିଘୋଡ଼ ନିଦ୍ରାରେ ବିଏମସି ଜେଡିସି, ୱାର୍ଡ ଏଶାଇ, ୱାର୍ଡ ଅଫିସର ଓ ଭୁବନେଶ୍ୱର ୨୯ ୱାର୍ଡ କର୍ପୋରେଟର |

ନିଘୋଡ଼ ନିଦ୍ରାରେ ବିଏମସି ଜେଡିସି, ୱାର୍ଡ ଏଶାଇ, ୱାର୍ଡ ଅଫିସର ଓ ଭୁବନେଶ୍ୱର ୨୯ ୱାର୍ଡ କର୍ପୋରେଟର | ବାୟାବାବା ମଠରୋଡ଼ରେ ଥିବା ରାଧାକୃଷ୍ଣ ମନ୍ଦିର ଫାଟକ ସାମ୍ନାରେ ୨୯ ନମ୍ବର ୱାର୍ଡ ରେ ବିଏମସି ଉଛେଦ କଲା ଗରିବ ଖଟିଖିଆ ଙ୍କ ରେ ଓ ଉଷା ସର୍ଭେ ରେ ଥିବା ଘର କୁ | ସୂଚନା ମାତ୍ର ୨ ମାସ ଯାଇନାହିଁ ସେଠାରେ କାହା ଅନୁମତିରେ ଏକ ଗୋଡାଉନ ଘର ଆକାରରେ ଏକ ଘର କରିବାକୁ | ତେବେ ସୂଚନା କି ଏଥିରେ କିଛି ମୁଷ୍ଟିମେୟ ଲୋକ ନିଜର ପକେଟ ଗରମକରୀ ଏପ୍ରକାର ର ପରିସ୍ଥିତି ସୃଷ୍ଟି କରିଛନ୍ତି | ଏଥିପାଇଁ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି ଲୋକଙ୍କ ର ଦାବି ରହୁଛିକି ତୁରନ୍ତ ଜେଡିସି ଏହାକୁ ଉପଲବ୍ଧି କରନ୍ତୁ ଓ କଠୋର କାଯ୍ୟନୁଷ୍ଠାନ ନିଅନ୍ତୁ | .

ନିଘୋଡ଼ ନିଦ୍ରାରେ ବିଏମସି ଜେଡିସି, ୱାର୍ଡ ଏଶାଇ, ୱାର୍ଡ ଅଫିସର ଓ ଭୁବନେଶ୍ୱର ୨୯ ୱାର୍ଡ କର୍ପୋରେଟର |