*ନେପାଳରେ_ଓଡ଼ିଆ_ଖେଳାଳି_ସୁରକ୍ଷିତ: ମନ୍ତ୍ରୀ*

*ନେପାଳରେ_ଓଡ଼ିଆ_ଖେଳାଳି_ସୁରକ୍ଷିତ: ମନ୍ତ୍ରୀ*

-ନେପାଳ ଯାଇ ଫେରି ନଥିବା ଓଡ଼ିଆ ଫୁଟବଲ୍‌ ଖେଳାଳି ସୁରକ୍ଷିତ

-ସମସ୍ତେ ସୁରକ୍ଷିତ ଥିବା କହିଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

'-ଖୁବ୍ ଶୀଘ୍ର ସମସ୍ତଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବାକୁ ଯୋଜନା ଚାଲିଛି'

‘-ଗୃହ ମନ୍ତ୍ରାଳୟକୁ ଏ ବାବଦରେ ଅବଗତ କରାଯାଇ ସାରିଛି’

‘-ଓଡ଼ିଶା ମୋ ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଫେରାଇ ଅଣାଯିବ’