ନୌସେନାକୁ ମିଳିଲା ୩ ନୂଆ ଯୁଦ୍ଧ ଜାହାଜ.

ନୌସେନାକୁ ମିଳିଲା ୩ ନୂଆ ଯୁଦ୍ଧ ଜାହାଜ.

*ନୌସେନାକୁ ମିଳିଲା ୩ ନୂଆ ଯୁଦ୍ଧ ଜାହାଜ..* *-ଭାରତୀୟ ନୌସେନାକୁ ମିଳିଲା ବଳ, ସାମିଲ୍‌ ହେଲା ୩ ଯୁଦ୍ଧ ଜାହାଜ* *-INS ଦୁନାଗିରି, INS ସଂଶୋଧକ ଓ INS ଅଗ୍ରୟ ସାମିଲ୍‌ ହେଲା* *-ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଓ ନିର୍ମିତ ୩ ଯୁଦ୍ଧ ଜାହାଜ* *-କୋଲକାତାରେ ଏକ ସ୍ବତନ୍ତ୍ର ଉତ୍ସବରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦି* *-'ସାମୁଦ୍ରିକ କ୍ଷମତା ବିନା କୌଣସି ରାଷ୍ଟ୍ର ମହାନ ଶକ୍ତି ହୋଇପାରିବ ନାହିଁ'* *-ଆଜି, ବିଶ୍ୱର ଅଧିକାଂଶ ବାଣିଜ୍ୟ ସମୁଦ୍ର ମାର୍ଗରେ ହେଉଛି- ମୋଦି* *-ପ୍ରତିରକ୍ଷା କ୍ଷେତ୍ରରେ ଭାରତ କେବଳ କିଣିବନି, ନିର୍ମାତା ବି ହେବ* *-ନିର୍ମାତା ହେଲେ ହିଁ ନିର୍ଣ୍ଣାୟକ ହୋଇପାରିବ ଦେଶ- ମୋଦି*