ଅଣସରରେ ମହାପ୍ରଭୁ...

ଅଣସରରେ ମହାପ୍ରଭୁ...

*ଅଣସରରେ ମହାପ୍ରଭୁ...* *-ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ ଅଣସର ନୀତି* *-୧୦୮ ଗରା ସୁବାସିତ ଜଳରେ ସ୍ନାନପରେ ମହାପ୍ରଭୁଙ୍କୁ ଜ୍ବର* *-୧୫ ଦିନ ଅଣସରରେ ରହିବେ ଚତୁର୍ଦ୍ଧା ମୂର୍ତ୍ତି, ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ* *-ବ୍ରହ୍ମଗିରିର ଅଲାରନାଥ ପୀଠରେ ଅଣସର ଦର୍ଶନ କରିବେ ଭକ୍ତ*