ପାକିସ୍ତାନ ଲିଙ୍କ୍: ଯୁବକଙ୍କୁ ଉଠାଇନେଲା ପୋଲିସ
*-ଭୁବନେଶ୍ଵରରୁ ଯୁବକଙ୍କୁ ଉଠେଇନେଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୋଲିସ*
*-ଇମ୍ରାନ୍ ନାମକ ଯୁବକଙ୍କୁ କ୍ୟାପିଟାଲ ଥାନା ଅଞ୍ଚଳରୁ ଉଠାଇନେଲା*
*-ଇମାମ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧୀ ପ୍ରଚାର କରୁଥିଲା*
*-କିଛି ଆତଙ୍କବାଦୀ ସଂଗଠନ ସହ ସମ୍ପର୍କରେ ଥିବା ସୂଚନା*


admin 
