ବିଜୁ ଲିଗାସୀ କହୁଥିବା ନେତାଙ୍କୁ ଭକ୍ତଙ୍କ ନିଶାନା
*-ବିଜୁ ଲିଗାସୀ କଥା କହୁଥିବା ନେତାଙ୍କୁ ସିଧା ନିଶାନା କଲେ ପିସିସି ସଭାପତି*
*-ବିଜେପି ଦୟାରେ ଥିବା ନେତା ବିଜୁ ଲିଗାସୀ କଥା କହୁଛନ୍ତି କହିଲେ ଭକ୍ତ ଦାସ*
*-ଯେଉଁମାନେ ବିଜୁଙ୍କ ଚିନ୍ତାଧାରାକୁ ମାନୁନଥିଲେ , ସେମାନେ ବିଜୁ କଥା କହୁଛନ୍ତି*
*-ଯେଉଁମାନେ ବିଜୁ ଲିଗାସୀ କହୁଛନ୍ତି ସେମାନେ ତାଙ୍କ ଚିନ୍ତାଧାରାକୁ ଗ୍ରହଣ କରିଛନ୍ତି ତ??*
*-ବିଜୁ ପଟ୍ଟନାୟକଙ୍କ ବିଚାରଧାରାକୁ ଛାଡ଼ି ଲିଗାସୀ କଥା କହିବା ଠିକ ନୁହେଁ*


admin 
