ପାଠ୍ୟ_ପୁସ୍ତକରେ_ତ୍ରୁଟି_ଏକ_ଅପରାଧ
*ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ ପ୍ରସଙ୍ଗ
ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା
ବରିଷ୍ଠ ନେତାଙ୍କ ସହ *ଆଲୋଚନା କଲେ ନବୀନ ପଟ୍ଟନାୟକ*
*ପାଠ୍ୟ ପୁସ୍ତକରେ ତ୍ରୁଟି ଏକ ଅପରାଧ: ପ୍ରସନ୍ନ*
*‘ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦେବା ଉଚିତ’*
*ରାଜ୍ୟବ୍ୟାପି ଏହାକୁ ନେଇ ପ୍ରତିବାଦ ଚାଲିଛି: ପ୍ରସନ୍ନ*
*କ୍ରାଇମବ୍ରାଞ୍ଚ ତଦନ୍ତ କେବଳ ଏକ ପ୍ରହସନ: ପ୍ରସନ୍ନ*
*କେତେ ଦିନ ପୂର୍ବ ସରକାରଙ୍କୁ ଦୋଷ ଦେବେ ବୋଲି ପ୍ରସନ୍ନଙ୍କ ପ୍ରଶ୍ନ*


admin 
