ଖୋଲିବ ୫୦୦ ଇଭି ଷ୍ଟେସନ
*ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ପ୍ରତିକ୍ରିୟା*
*‘ରାଜ୍ୟରେ ଖୋଲିବ ୫୦୦ ଇଭି ଷ୍ଟେସନ’*
*‘ଏବେ ୧୦୦ ଚାର୍ଜିଙ୍ଗ ଷ୍ଟେସନ ହୋଇ ସାରିଛି’*
*‘ଇଭି ଅଂଶୀଦାରରେ କେନ୍ଦ୍ରଠୁ ଆଗରେ ଓଡ଼ିଶା’*
*‘ଦେଶରେ ୧୨% ଥିବା ବେଳେ ଓଡିଶା ଅଛି ୧୭ % ଅଂଶୀଦାର’*
*‘ଷ୍ଟେଟ, ନ୍ୟାସନାଲ ହାଇୱେ କଡ଼ରେ ଲାଗିବ ଷ୍ଟେସନ’*
*‘OSRTC ବସ ଷ୍ଟାଣ୍ଡରେ ବି ଲାଗିବ ଇଭି ଚାର୍ଜିଙ୍ଗ ଷ୍ଟେସନ’*
*‘PMଇ ଡ୍ରାଇଭରେ ୪୦ କୋଟି ରାଜ୍ୟକୁ ମିଳିଛି*


admin 
