ବଢ଼ିଲା_ପିଏମ୍_କିଷାନ_ଯୋଜନା

ବଢ଼ିଲା_ପିଏମ୍_କିଷାନ_ଯୋଜନା

-କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି

-ଆଉ ୫ ବର୍ଷ ବଢିଲା ପିଏମ୍ କିଷାନ ଯୋଜନା

-୨୦୩୦-୩୧ ଯାଏ ପିଏମ୍ କିଷାନ ଯୋଜନା ବଢିଲା

-ମୋଟ ଆର୍ଥିକ ବ୍ୟୟ ୩.୧୫ ଲକ୍ଷ କୋଟି ଟଙ୍କା ହେବ

-ଚାଷୀ ମାନଙ୍କୁ ଏଯାବତ ୪.୪୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି