ବନମାଳୀପୁର ପଞ୍ଚାୟତ ପଞ୍ଚୁଦୋଳ ଯାତ୍ରା ମହୋତ୍ସବ ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଭାପୁର ବ୍ଲକ ଚେୟାରମେନ ସାବିତ୍ରୀ ପ୍ରଧାନ ଯୋଗ ଦେଇଥିଲେ।

ବନମାଳୀପୁର ପଞ୍ଚାୟତ ପଞ୍ଚୁଦୋଳ ଯାତ୍ରା ମହୋତ୍ସବ ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଭାପୁର ବ୍ଲକ ଚେୟାରମେନ ସାବିତ୍ରୀ ପ୍ରଧାନ ଯୋଗ ଦେଇଥିଲେ।

ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ ବନମାଳୀପୁର ପଞ୍ଚାୟତ ପଞ୍ଚୁଦୋଳ ଯାତ୍ରା ମହୋତ୍ସବ ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଭାପୁର ବ୍ଲକ ଚେୟାରମେନ ସାବିତ୍ରୀ ପ୍ରଧାନ ଯୋଗ ଦେଇଥିଲେ।ତାଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଅତିଥି ମାନଙ୍କ ଉପସ୍ଥିତି ମହୋତ୍ସବକୁ ଆହୁରି ସରସ ସୁନ୍ଦର କରିବା ସହିତ ଆଗକୁ କିପରି ଦୋଳ ଉତ୍ସବ ଅତି ସୁନ୍ଦର କାର୍ଯ୍ୟକ୍ରମ କରି ଭାଇ ଚାରା ସୃଷ୍ଟି ହୋଇ ସମସ୍ତେ ଧର୍ମ , ବର୍ଣ୍ଣ ନିର୍ବିଶେଷରେ ଏକ ହୋଇ ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ସାବିତ୍ରୀ ପ୍ରଧାନ ତାଙ୍କର ସ୍ୱଳ୍ପ ଭାଷାରେ( ବୁଝାଇ ଥିଲେ ) ପରିପ୍ରକାଶ କରିଥିଲେ। 

ଆମ ମାଟିର କଳା,ସାହିତ୍ୟ,ସଂସ୍କୃତି, ଐତିହ ପରମ୍ପରା ନିଛକ ପ୍ରତିଛବି ହେଉଛି ଏହି ପଞ୍ଚୁଦୋଳ ଯାତ୍ରା ମହୋତ୍ସବ ।ବିଶେଷ ଖବର ନୟାଗଡ଼ ଜିଲ୍ଲା ସ୍ୱତ୍ର ନ୍ତ୍ର ପ୍ରତିନିଧି ସୁପ୍ରିୟା ଦାଶ