Editor Dec 12, 2025 3
Editor Dec 12, 2025 2
Editor Dec 12, 2025 11
Editor Dec 12, 2025 13
Editor Nov 1, 2025 8
Editor Nov 1, 2025 5
Editor Oct 5, 2025 7
Editor Oct 4, 2025 11
Editor Sep 30, 2025 6
Editor Nov 3, 2025 12
Editor Oct 31, 2025 2
Editor Oct 31, 2025 4
Editor Sep 6, 2025 6
Editor Sep 17, 2025 24
Editor May 20, 2025 5
Editor Nov 9, 2024 17
Editor Oct 12, 2024 9
Editor Oct 12, 2024 6
Editor Feb 1, 2025 10
Editor Jan 27, 2025 19
Editor Jan 26, 2025 18
Editor Nov 8, 2024 11
Editor Oct 18, 2024 16
Editor Mar 30, 2025 117
Editor Mar 27, 2025 8
Editor Mar 27, 2025 62
Editor Mar 24, 2025 130
Editor Mar 21, 2025 22
Editor Apr 6, 2025 35
Editor Feb 3, 2024 19
Join our subscribers list to get the latest news, updates and special offers directly in your inbox
ରାଜନୀତି
ବରୀ: ନଈ ଭିତରେ ଏକ ବିଶାଳ କୁମ୍ଭୀର ଜଣେ ମହିଳାଙ୍କୁ ପାଣିରେ ବୁଡ଼ାଇ ମାରୁଥିବାର ଲୋମଟାଙ୍କୁରା ଦୃଶ୍ୟକୁ ଆଜି ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ୍ର କନ୍ତିଆ ଗ୍ରାମବାସୀ। ଘଟଣାଟି ସଭିଁଙ୍କୁ ହତବାକ୍ କରିଥିବାବେଳେ କୁମ୍ଭୀରକୁ ନେଇ ବରୀ ବ୍ଲକ୍ର ବୋଦୁଅ ପଞ୍ଚାୟତ ସମେତ ଆଖପାଖ ଗାଁଗୁଡ଼ିକରେ ଆତଙ୍କ ଖେଳିଯାଇଛି। କୁମ୍ଭୀର ମୁହଁରେ ପ୍ରାଣ ହରାଇଥିବା ମହିଳା ଜଣକ ହେଉଛନ୍ତି କନ୍ତିଆ ଗ୍ରାମର ସୌଦାମିନୀ ମହଲା (୫୭)। ସୂଚନା ମୁତାବକ, ସୌଦାମିନୀ ଆଜି ଅପରାହ୍ଣରେ ଖରସ୍ରୋତା ନଦୀକୂଳକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେଠାରେ ତାଙ୍କୁ ଏକ କୁମ୍ଭୀର ଝାମ୍ପି ନେଇଥିଲା। ସୌଦାମିନୀଙ୍କ ଚିତ୍କାର ଶୁଣି ନଈପଠାରେ ଥିବା ଲୋକମାନେ ଧାଇଁ ଆସି ହୋହଲ୍ଲା କରିଥିଲେ। ହେଲେ କୁମ୍ଭୀରଟି ସୌଦାମିନୀଙ୍କୁ ପାଟିରେ କାମୁଡ଼ି ଧରି ଗୋଟିଏ ଝଟ୍କାରେ ନଈ ଭିତରକୁ ଟାଣି ନେଇଥିଲା। କୂଳଠୁ ଅଳ୍ପ ଦୂରରେ କୁମ୍ଭୀର ସୌଦାମିନୀଙ୍କୁ ବୁଡ଼ାଇ ମାରୁଥିବା ଦେଖି ଦେଖଣାହାରୀ ଭୟରେ ଶିହରି ଉଠିଥିଲେ। ସମସ୍ତେ ଆଖି ଆଗରେ ଦେଖୁଥିଲେ ମଧ୍ୟ ହିଂସ୍ର କୁମ୍ଭୀର ମୁହଁରୁ କେହି ସୌଦାମିନୀଙ୍କୁ ବଞ୍ଚାଇ ପାରିନଥିଲେ। ଜିଲ୍ଲାର ବିଭିନ୍ନ ନଦୀରେ ଏବେ ପାଣି କମ୍ ଥିଲେ ମଧ୍ୟ ଅଧିକ ସଂଖ୍ୟାରେ କୁମ୍ଭୀରଙ୍କ ଆତଯାତ ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ନଦୀ ଭିତରକୁ ନ ଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ହେଲେ ନଦୀକୂଳିଆ ଲୋକଙ୍କ ଅସାବଧାନତା ତଥା ଜୀବନଜୀବିକା ପାଇଁ ନଦୀ ଉପରେ ନିର୍ଭର କରୁଥିବାରୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି। ହେଲେ ସୌଦାମିନୀଙ୍କ ପତ୍ତା ମିଳିପାରିନାହିଁ। Surya Kanta profile image by Surya Kanta 07 Oct 2025 04:25 IST Sambad Whatsapp Sambad is now on WhatsApp Join and get latest news updates delivered to you via WhatsApp ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ rain Leading ବର୍ଷିବ, ବୁଡ଼ାଇବ, ବେହାଲ କରିବ… ରାଜଧାନୀକୁ ରେଡ୍ ଆଲର୍ଟ, ଆହୁରି ୫ ଦିନ ବର୍ଷାରୁ ନାହିଁ ନିସ୍ତାର…! konark ପୁରୀ ଇଭି ଗାଡ଼ିର ବ୍ୟାଟେରି ବିସ୍ଫୋରଣ: ଜଳିଗଲା ସୋ’ରୁମ gov (1) ପୁନଶ୍ଚ ପୃଥିବୀ ବିକାଶ ଓ ପରିବେଶ ସୁରକ୍ଷା ଏକାଠି ଚାଲିପାରିବ : ରାଜ୍ୟପାଳ Untitled-31 ରାଜ୍ୟ ଘଣ୍ଟାଏ ବର୍ଷାରେ ଘାଇଲା ହେଲା ଭୁବନେଶ୍ବର: ନିର୍ଧୁମ ବର୍ଷା ପରେ ବର୍ବାଦ ରାଜଧାନୀ ରାସ୍ତା… ଉବୁଟୁବୁ ସହର, ଘରେ ପଶିଲା ପାଣି
Previous Article
Next Article
Editor
Editor Nov 2, 2025 6
Editor Nov 19, 2025 16
Editor Sep 12, 2025 9
Editor Jun 19, 2025 4
Editor Jul 21, 2025 2
Editor Jun 2, 2025 4
Editor Nov 28, 2025 317
Editor Nov 16, 2025 211
Editor Nov 27, 2025 204
Editor Dec 7, 2025 198
Editor Nov 15, 2025 187
Editor Sep 28, 2025 36
Editor Sep 12, 2025 16
Editor Sep 11, 2025 17
Editor Sep 8, 2025 11
Editor Sep 2, 2025 37
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 17
View Options