*ଆମ୍ବୁଲାନ୍ସ ବିଳମ୍ବରୁ ଯାଆଁଳା ଶିଶୁ ମୃତ !*

*ଆମ୍ବୁଲାନ୍ସ ବିଳମ୍ବରୁ ଯାଆଁଳା ଶିଶୁ ମୃତ !*

*ବଲାଙ୍ଗିର: ଡାକ୍ତରଖାନା ପହଞ୍ଚିବାରେ ବିଳମ୍ବ, ଆଖିବୁଜିଲେ ଯାଆଁଳା*

*- ଖପ୍ରାଖୋଲ କୋଶଳୁଡ଼ା ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ* 

*- ଗାଁକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଯାଆଁଳା ଶିଶୁଙ୍କ ମୃତ୍ୟୁ ଅଭିଯୋଗ*

*- ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଭାରାରେ ବୁହାହେଲେ ଗର୍ଭବତୀ*

*- ଭାରରେ ଦେଢ଼ କିମି ଯିବା ବେଳେ ଆମ୍ବୁଲାନ୍ସରେ ମେଡିକାଲ ଗଲେ* 

*- ମେଡିକାଲରେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଅଭିଯୋଗ*

*- ସମୟ ପୂର୍ବରୁ ଆମ୍ବୁଲାନ୍ସ ପହଞ୍ଚିଥିଲେ ବଞ୍ଚିଯାଇଥାନ୍ତା ୨ଟି ଜୀବନ*