*ଯନ୍ତ୍ରୀଙ୍କ ଟେବୁଲରେ ମାଠିଆ ରଖି ପ୍ରତିବାଦ*

*ଯନ୍ତ୍ରୀଙ୍କ ଟେବୁଲରେ ମାଠିଆ ରଖି ପ୍ରତିବାଦ*

*-ବଲାଙ୍ଗିର: ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ*

*-ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଟେବୁଲରେ ମାଠିଆ ରଖି ମହିଳାଙ୍କ ପ୍ରତିବାଦ*

*-ବାରମ୍ବାର ଦାବି ପରେ ମଧ୍ୟ କୌଣସି ସମାଧାନ ହେଉନଥିବା ଅଭିଯୋଗ*