ସିବିଏସ୍‌ଇ ଭଳି ଓଡ଼ିଶାରେ ସ୍କୁଲରେ ଛାତ୍ରୀଙ୍କ ସୁରକ୍ଷାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବାପାଇଁ ବିଚାରବିମର୍ଶ ଚାଲିଛି।

ସିବିଏସ୍‌ଇ ଭଳି ଓଡ଼ିଶାରେ ସ୍କୁଲରେ ଛାତ୍ରୀଙ୍କ ସୁରକ୍ଷାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବାପାଇଁ ବିଚାରବିମର୍ଶ ଚାଲିଛି।

ସିବିଏସ୍‌ଇ ଭଳି ଓଡ଼ିଶାରେ ସ୍କୁଲରେ ଛାତ୍ରୀଙ୍କ ସୁରକ୍ଷାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବାପାଇଁ ବିଚାରବିମର୍ଶ ଚାଲିଛି। ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସ୍କୁଲରେ ଆଇସିସି ଗଠନ କରାଯାଉଛି। ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ କେମିତି ସକ୍ରିୟ ହେବେ , ତତକ୍ଷଣାତ୍ ପଦକ୍ଷେପ ପାଇଁ ପଦକ୍ଷେପ ନିଆଯାଉଛି। ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।