ବିଜେଡ଼ି ତଣ୍ଟିରେ ପାଣ୍ଡିଆନ କଣ୍ଟା, ନେତାଙ୍କ ଭିତରେ ଫାଟ ।

ବିଜେଡ଼ି ତଣ୍ଟିରେ ପାଣ୍ଡିଆନ କଣ୍ଟା, ନେତାଙ୍କ ଭିତରେ ଫାଟ ।

ବିଜେଡ଼ି ତଣ୍ଟିରେ ପାଣ୍ଡିଆନ କଣ୍ଟା, ନେତାଙ୍କ ଭିତରେ ଫାଟ ।* *ନବୀନ ନିବାସ,ଶଙ୍ଖ ଭବନ, କ୍ରିଷ୍ଟାଲ କ୍ରାଉନ, ପ୍ରତାପ ଦେବଙ୍କ ଘରେ ଚାଲିଛି ଘମାଘୋଟ ବୈଠକ। କେଉଁଠି ବାଦ୍ ପଡୁଛନ୍ତି ବରିଷ୍ଠ ନେତା ତ ଆଉ କେଉଁଠି ଯୁବ* *ନେତାଙ୍କୁ ନେଇ କରାଯାଉଛି ଗୁପ୍ତ ବୈଠକ ।* *ବର୍ତ୍ତମାନ ପ୍ରତାପ ଦେବଙ୍କ ଘରେ ଏକାଠି ହେଲେ ବିଜେଡି ନେତାମାନେ । ଏହାପୂର୍ବରୁ ଏକ ଘରୋଇ ହୋଟେଲ୍‌ ବି ବିଜେଡିର* *ବରିଷ୍ଠ ନେତାମାନେ ଏକାଠି ହୋଇ ଗୁପ୍ତ ବୈଠକ କରିଥିଲେ । ସୂଚନା ମୁତାବକ ବୈଠକରେ ଅତନୁ ସବ୍ୟସାଚୀ* *ନାୟକ, ସଞ୍ଜୟଦାସ ବର୍ମା, ଦେବୀ ମିଶ୍ରଙ୍କ ଭଳି ନେତା ଏକାଠି ହୋଇଥିବା ସୂଚନା ମିଳିଛି ।